ପାକିସ୍ତାନ ଭଳି ଇଂଲଣ୍ଡ ବି ବିଶ୍ୱକପ ଦୌଡରୁ ବାହାରିଯିବାର ଘନେଇଲା ଆଶଙ୍କା

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପରେ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଜୋସ୍ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡକୁ ୩୬ ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ତେବେ ଏହି ପରାଜୟ ପରେ ଇଂଲଣ୍ଡର ସମସ୍ୟା ବୃଦ୍ଧି ପାଇଛି। ଏହାପୂର୍ବରୁ ବର୍ଷା ହେତୁ ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ବାତିଲ ହୋଇଯାଇଥିଲା। ଏଥି ସହିତ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିବାରୁ ଇଂଲଣ୍ଡ ସୁପର-୮ ରାଉଣ୍ଡରେ ପହଂଚିବାର … Continue reading ପାକିସ୍ତାନ ଭଳି ଇଂଲଣ୍ଡ ବି ବିଶ୍ୱକପ ଦୌଡରୁ ବାହାରିଯିବାର ଘନେଇଲା ଆଶଙ୍କା